Jump to content

ସତୀ ଚଉରା

ଉଇକିଅଭିଧାନ‌ରୁ

ସତୀ ଚଉରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତୀ ଓ ଚତୁରସ୍ର)

[ସମ୍ପାଦନା]
୧. ସହମୃତା ସ୍ତ୍ରୀଙ୍କ ସମାଧି ମନ୍ଦିର; ସତୀଙ୍କ ଚିତାଭସ୍ମ ଉପରେ ନିର୍ମିତ ଚଉରା ବା ମଣ୍ଡପ —୧. A platform raised in her honour, on the ashes of a woman who died with her husband.
୨. କଟକ ସହରର ପଶ୍ଚିମ ପ୍ରାନ୍ତସ୍ଥ କାଠଯୋଡ଼ୀ ନଦୀ କୂଳରେ ଶ୍ମଶାନ ନାମ (ସମ୍ଭବତଃ ଏଠାରେ କୌଣସି ପ୍ରସିଦ୍ଧା ସତୀ ସ୍ତ୍ରୀଙ୍କର ମଣ୍ଡପ ଥିଲା) —୨. Name of a cremation ground on the bank of the Kāṭhaj̄oṟḍ̠i river just to the west of the town of Cuttack.

[ଦ୍ରଷ୍ଟବ୍ୟ —ଏହିଠାରେ କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ବିଶ୍ୱନାଥ କର, ନୀଳମଣି ବିଦ୍ୟାରତ୍ନ, ମୃତ୍ୟୁଞ୍ଜୟ ରଥ, ଆର୍ତ୍ତତ୍ରାଣ ଶତପଥୀଙ୍କ ଶ୍ମଶାନସ୍ଥ ଚିତା ଉପରେ ସମାଧି ମନ୍ଦିରମାନ ନିର୍ମିତ ହୋଇଅଛି ଓ ଏହି ଶ୍ମଶାନରେ ଆଉ କେତେଗୁଡ଼ିଏ ପୁରାତନ ଓ ନୂତନ ସମାଧି—ଚଉରା ବିଦ୍ୟାମନ]