ସତୀ ନାଗର
ଦେଖଣା
ସତୀ ନାଗର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୂର୍ବକ ସହମୃତା ବା ଅନୁମୃତା ହେବାକୁ ଶ୍ମଶାନକୁ ଯାତ୍ରା କରୁଥିବା ସତୀ ସ୍ତ୍ରୀଙ୍କ ଯାତ୍ରା ସମୟରେ ବଜାଯାଉଥିବା ନାଗରା; (କିନ୍ତୁ ବର୍ତ୍ତମାନ ସତୀଦାହ ପ୍ରଥା ରହିତ ହେବାରୁ, ସ୍ୱାମୀ ବଞ୍ଚି ଥାଉଁ ଥାଉଁ ମୃତା ସ୍ତୀଙ୍କ ଶବ ଦାହାର୍ଥ ଶ୍ମଶାନକୁ ନିଆ ଯିବା ବେଳେ ଶବଯାତ୍ରା ସଙ୍ଗେ ବାଜିବା ବାଦ୍ୟ —
Drum accompanying the corpse of a wife who predeceases her husband and of a woman who jumped with the funeral pyre of her husband (when this custom had not been prevented by law.)