Jump to content

ସତୁଆ

ଉଇକିଅଭିଧାନ‌ରୁ

ସତୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ସତେ[ତୋ]ଈ—ସ୍ତ୍ରୀ) 

[ମିଛୁଆ—ବିପରୀତ]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସତ୍ୟବାଦୀ —Truthful.

[ଉ—କନ୍ୟାକୁ ଯେତେବେଳେ ଦେଖିବୁ, ବୁଝିବୁ ଅଜା ସତୁଆ କି ମିଛୁଆ ଫକୀରମୋହନ. ଗଳ୍ପସଳ୍ପ]