ସତୁରାଶଏ
ଦେଖଣା
ସତୁରାଶଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତୁରାଶଏ
|
ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟା; ସଂସ୍କୃତ - ସପ୍ତତ୍ୟୁତ୍ତର ଶତ)
[ସମ୍ପାଦନା]ଏକ ଶହ ସତୁରି; ୧୭: —One hundred and seventy; ୧୭୦
(ଯଥା—୧୭: ଦଶାଁ ସତୁରା ଶହେ ପଣ ଦଶ କାହାଣ ଦଣ ପଣ—ପଣକିଆ)
[ଦ୍ରଷ୍ଟବ୍ୟ —ଏହିପରି ସତୁରା ଦୁଇଶ=୨୭: ]