Jump to content

ସତୁଷ

ଉଇକିଅଭିଧାନ‌ରୁ

ସତୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସହାର୍ଥେ; ବହୁବ୍ରିହୀ; ସ=ସହିତ+ତୁଷ)

[ସମ୍ପାଦନା]

ତୁଷ— ଯୁକ୍ତ (ଶସ୍ୟ) —(grain) Chaffed; having chaff.

ବିଶେଷ୍ୟ -

[ସମ୍ପାଦନା]

ଧାନ୍ୟ —Paddy.