Jump to content

ସତୃଷ୍ଣ

ଉଇକିଅଭିଧାନ‌ରୁ

ସତୃଷ୍ଣ

ଉଚ୍ଚାରଣ

[ସମ୍ପାଦନା]
(ସତୃଷ୍ଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସ+ତୃଷ୍ଣା; ସହାର୍ଥେ ବହୁବ୍ରୀହି)

[ସମ୍ପାଦନା]
୧. ତୃଷାଯୁକ୍ତ; ପିପାସୁ —୧. Thirsty.
୨. ସସ୍ପୁହ — ୨. Full of hankering.
୩. ସାଗ୍ରହ; ଅତ୍ୟନ୍ତ ଆଗ୍ରହଯୁକ୍ତ(ଦୃଷ୍ଟି) —୩. Very eager (look).