ସତେ
ଦେଖଣା
ସତେ
ଉଚ୍ଚାରଣ
[ସମ୍ପାଦନା](ସତେକି, ସତେରେ, ସତେ ସତେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ସତରେ; ସତ୍ୟରେ; ପ୍ରକୃତରେ — ୧. Trulu; actually.
(ଉ—ସେ ପୀରତି ସତେ, କି ପଦାର୍ଥ କହ ପଣ୍ଡିତେ ମତେ କବିସୂର୍ଯ୍ୟ. କବିତା)
- ୨. (କାମନା ଓ ପ୍ରଶ୍ନାର୍ଥକ) ପର୍କୃତରେ ବା ଫଳତଃ ଏହାକି ଘଟିବ? —୨. (Conjunction) Will it so happen?; will it come to pass.
- ୩. (ପ୍ରଶ୍ନାର୍ଥକ) ଏହା କି ସତ୍ୟ? ଭଲା? —୩. (interjection) pray Is it true?
(ଉ—ଚିହ୍ନିବି ଲାଞ୍ଛନ ସତେ, ଚାମର ଚିକୁରା ମତେ, ତହକାଇ ପଚାରିଲୁ କହ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଚ ଗୀତ)
- ୫. (ବିସ୍ମୟାର୍ଥକ) ପ୍ରକୃତରେ; ବାସ୍ତବରେ —୫. Actually; in fact.
(ଉ—ଫୁଲ୍ଲ ମଲ୍ଲୀହାସିରେ ! ସତେ ତୁ କି ସାହାସୀରେ କବିସୂର୍ଯ୍ୟ. ସଙ୍ଗୀତ)
- ୬. ଫଳତଃ — ୬. In the long run.
(ଉ—ସତେ ସତେ ସେହି ବାଣୀ ହୋଇଲା ବିଫଳ ମଧୁସୂଦନ, ବାଳରାମାୟଣ)