ସତେଇଶା ଶଅ
ଦେଖଣା
ସତେଇଶା ଶଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତେଇଶା ଶଅ
|
(ସତା[ତେ]ଇଶିଆ ଶଏ[ଅ, ହ, ହେ]—ଅନ୍ୟରୂପ)
ଦେଶଜ - ବି ଓ ବିଶେଷଣ - (ସଂଖ୍ୟାବାଚକ, ସଂସ୍କୃତ - ସପ୍ତବିଂଶତି+ଶତ)
[ସମ୍ପାଦନା]ଏକ ଶହରୁ ସତଇଶ ଅଧିକ ସଂଖ୍ୟା — One hundred twenty seven.
[ଦ୍ରଷ୍ଟବ୍ୟ —ଏହିପରିସତା(ତେ)ଇଶା ଦୁଇ ଶହ (୨୨୭: ) ହୁଏ]