Jump to content

ସତେଇଶି ଯୋଗ

ଉଇକିଅଭିଧାନ‌ରୁ

ସତେଇଶି ଯୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜ୍ୟୋତିଷୋକ୍ତ ସପ୍ତବିଂଶ ଶୁଭା— ଶୁଭ ଯୋଗମାନ —The ୨୭ astrological conjuction.

[ଦ୍ରଷ୍ଟବ୍ୟ — ୨୭: ଯୋଗ ଯଥା—୧ ବିଷ୍କମ୍ଭ, ୨ପ୍ରୀତି, ୩: ଆୟୁଷ୍ମାନ୍, ୪ ସୌଭାଗ୍ୟ, ୫ ଶୋଭନ, ୬ ଅତିଗଣ୍ଡ, ୭ ସୁକର୍ମା, ୮ ଧୃତି, ୯ ଶୂଳ,୧ ଗଣ୍ଡ, ୧୧: ବୃଦ୍ଧି, ୧୨: ଧ୍ରୁବ, ୧୩: ବ୍ୟାଘାତ, ୧୪: ହର୍ଷଣ, ୧୫: ବଜ୍ର,୧୬: ଅସକ୍, ୧୭: ବ୍ୟତିପାତ, ୧୮: ବରୀୟାନ୍, ୧୯: ପରିଘ, ୨ ଶିବ, ୨୧: ସାଧ୍ୟ, ୨୨: ସିଦ୍ଧି, ୨୩: ଶୁଭ, ୨୪: ଶୁକ୍ର, ୨୫: ବ୍ରହ୍ମା,୨୬: ଇନ୍ଦ୍ର,୨୭: ବୈଧୁତି]