Jump to content

ସତେଇ ହେବା

ଉଇକିଅଭିଧାନ‌ରୁ

ସତେଇ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଲେଇ ହେବା; ଆପଣାର ସାଧୁତା ଦେଖାଇ ହେବା ବା କହି ହେବା —୧. To show off one's honesty; to boast of one's honesty.
୨. ନିଜର ନିଷ୍କଳଙ୍କତ୍ୱ ପଦାରେ କହି ବୁଲିବା —୨. To boast that one has no blemishes or secrets to be ashamed of.
୩. ଆପଣାର ସତୀତ୍ୱ ଦେଖାଇ ହେବା —୩. To boast of one's chastity.

(ଉ—ସତୀ ଲୋ! ସତେଇ ହଉଛୁ ମତେ! ତୋହୋ ଘର ନିଆଁ ଅଣ୍ଟରେ ପୂରେଇ, ଖତେଇ ହଉଛି ମତେ! ଢ଼ଗ)