Jump to content

ସତ୍କାର

ଉଇକିଅଭିଧାନ‌ରୁ

ସତ୍କାର

ଉଚ୍ଚାରଣ

[ସମ୍ପାଦନା]

(ସତ୍କୃତି—ଅନ୍ୟରୂପ)

(ସତ୍ କୃତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସତ୍+କୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ସମାଦର; ପରିଚାର୍ଯ୍ୟା —୧. Showing respect; tending; attending; respectful or reverential treatment; welcome; entertainment.
୨. ପୁରସ୍କାର —୨. Reward.
୩. ପୂଜା —୩. Worship.
୪. ଶବସଂସ୍କାର; ଶବ— ଦାହାଦି କର୍ମ —୪. The act of burning or disposing of the dead body; funerals; obsequies.