Jump to content

ସତ୍କୃତ

ଉଇକିଅଭିଧାନ‌ରୁ

ସତ୍କୃତ

ଉଚ୍ଚାରଣ

[ସମ୍ପାଦନା]
(ସତ୍କୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସତ୍+କୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ସମ୍ମାନିତ; ସମାଦୃତ —୧. Respected honoured; hospitably entertained.
୨. ପୁରସ୍କୃତ —୨. Rewarded.
୩. ପୂଜିତ —୩. Worshipped; revered.

=== ବିଶେଷ୍ୟ - (ସହସ୍ରନାମୋକ୍ତ)

ବିଷ୍ଣୁ —An epithet of Bishṇu.