Jump to content

ସତ୍ତମ

ଉଇକିଅଭିଧାନ‌ରୁ

ସତ୍ତମ

ଉଚ୍ଚାରଣ

[ସମ୍ପାଦନା]
(ସତ୍ତମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସତ୍=ଉତ୍ତମ+ଅତିଶୟାର୍ଥେ ତମ)

[ସମ୍ପାଦନା]
୧. ଅତି ଉତ୍ତମ; ସର୍ବୋତ୍ତମ; ଉତ୍କୃଷ୍ଟ —୧. Best; very good.
୨. ପୂଜ୍ୟତମ —୨. Most veneable.

[ଦ୍ରଷ୍ଟବ୍ୟ —ଏହା ବିଶେଷ୍ୟ ପରେ ଯୁକ୍ତ ହୁଏ; ଯଥା—ଦ୍ୱିଜସତ୍ତମ, ନୃପସତ୍ତମ, ନାରୀସତ୍ତମା]