ସତ୍ତ୍ରାନ୍ନଭୋଜୀ
(ସତ୍ତ୍ରାନ୍ନଭୋଜିନୀ—ସ୍ତ୍ରୀ)
(ସତ୍ତ୍ରାନ୍ନଭୁକ୍—ଅନ୍ୟରୂପ)
ଛାତ୍ରଖିଆ; ଯେଉଁ ବ୍ୟକ୍ତି ଅନ୍ନ— ଛତ୍ରରେ ଖଇରାତ୍ ଦିଆଯିବା ଅନ୍ନଖାଏ — A person partaking of boiled rice destributed free in a public kitchen.