ସତ୍ତ୍ୱେ
ଦେଖଣା
ସତ୍ତ୍ୱେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ସତ୍ତ୍ୱେଓ—ଅନ୍ୟରୂପ)
ଦେଶଜ - ଅ—(ସଂସ୍କୃତ - ସତ୍ ଶବ୍ଦର ୭ମୀ ବିଭକ୍ତି ସତି)
[ସମ୍ପାଦନା]ଥାଇ ମଧ୍ୟ; ଅବସ୍ଥିତ ଥିଲେ ମଧ୍ୟ; ହେଲେ ମଧ୍ୟ; ବି; ହେଲେହେଁ— (ଅମୁକର) ବିଦ୍ୟମାନ ତା ଥାଇ ସୁଦ୍ଧା —Even though; even if; inspite of; in the presence of.
[ଉ—ଶକ୍ତିସତ୍ତ୍ୱେ କ୍ଷମାଗୁଣ ପରକାଶି— ରାଧାନାଥ—ମହାରାଣୀ ଭିକ୍ଟୋରୀୟା]