ସତ୍ତ୍ୱ ବାନ୍
ଦେଖଣା
ସତ୍ତ୍ୱ ବାନ୍
ଉଚ୍ଚାରଣ
[ସମ୍ପାଦନା](ସତ୍ତ୍ୱବତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ସତ୍ତ୍ୱ+ଅଛି ଅର୍ଥରେ ବତ୍; ୧ମା. ୧ବ) ===
- ୧. ସତ୍ତ୍ୱଗୁଣ ବିଶିଷ୍ଟ —୧. Possessing moral goodness.
- ୨. ସ୍ଥାୟୀ — ୨. Permanent.
- ୩. ସ୍ୱଭାବିକ —୩. Natural.
- ୪. ଧାର୍ମିକ —୪. Virtuous; pious.
- ୫. ନିଷ୍ପାପ — ୫. Sinless.
ଦେଶଜ - ବିଶେଷଣ - (କଚିରିଆ)
[ସମ୍ପାଦନା]ସତ୍ୱବାନ୍ (ଦେଖ) - —Satwabān (See)