Jump to content

ସତ୍ର ସମାପତି

ଉଇକିଅଭିଧାନ‌ରୁ

ସତ୍ର ସମାପତି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତ୍ର ସମାପ୍ତି)

[ସମ୍ପାଦନା]

ହିନ୍ଦୁମାନଙ୍କର ତୀର୍ଥ— ବିଶେଷ —Name of a place of Hindu pilgrimage.

[ଉ—ସତ୍ର ସମାପତି ସ୍ଥାନକୁ ନେତ୍ର ଦୁଇ, ଯାର ଦେଖିଅଛି ପାତକ ତାର ନାହିଁ (ସତ୍ରସମାପ୍ତି—ସଂସ୍କୃତ - ରୂପ)—କୃଷ୍ଣସିଂହ. ମହାଭାରତ. ବନ]