Jump to content

ସତ୍ୟଙ୍କାର

ଉଇକିଅଭିଧାନ‌ରୁ

ସତ୍ୟଙ୍କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସତ୍ୟଂ+କୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. କୌଣସି ଦ୍ରବ୍ୟ କ୍ରୟ କରିବା ପାଇଁ ଅଙ୍ଗୀକାର — ୧. The conclusion or ratification of a bargain; agreement or promise to purchase a thing.
୨. ଚକୀର୍ଷିତ କାର୍ଯ୍ୟରେ ଅବଶ୍ୟ କ୍ରିୟା ସାଧନ ନିମିତ୍ତ ପର ହସ୍ତରେ ଦୀୟମାନ ବସ୍ତୁ ବା ବ୍ୟକ୍ତି (ପ୍ରକୃତିବାଦ) —୨. Any person or thing given as security for the performance of an act.