Jump to content

ସତ୍ୟତପାଃ

ଉଇକିଅଭିଧାନ‌ରୁ

ସତ୍ୟତପାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

(ସତ୍ୟ+ତପସ୍, ୧ମା. ୧ବ) ===

ମୁନି ବିଶେଷ —Name of a sage.

[ଦ୍ରଷ୍ଟବ୍ୟ —ଏ ପ୍ରଥମେ ବ୍ୟାଧ ଥିଲେ, ପରେ ତପସ୍ୟାଦ୍ୱାରା ଦୁର୍ବାସାଙ୍କ ଚରରେ ଏହି ନାମଧାରୀ ସର୍ବ— ଶାସ୍ତ୍ରଜ୍ଞ ମୁନି ହୋଇଥିଲେ (ବରାହ ପୁରାଣ ସତ୍ୟତପାଃ— ଉପଖ୍ୟାନାଧ୍ୟାୟ)]