Jump to content

ସତ୍ୟନିଷ୍ଠ

ଉଇକିଅଭିଧାନ‌ରୁ

ସତ୍ୟନିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ସତ୍ୟନିଷ୍ଠା—ସ୍ତ୍ରୀ) 

(ସତ୍ୟନିଷ୍ଠତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସତ୍ୟ+ନିଷ୍ଠା; ସତ୍ୟରେ ନିଷ୍ଠା ଯାହାର)

[ସମ୍ପାଦନା]
୧. ସତ୍ୟବାଦୀ; ଯେ ସର୍ବଦା ସତ୍ୟ କହିବାକୁ ଦୃଢ଼ ବ୍ରତ କରିଥାଏ — ୧. Resolved to speak the truth.
୨. ସତ୍ୟ ବା ପ୍ରତିଜ୍ଞା ପାଳନ କରିବାକୁ ଦୃଢ଼ବ୍ରତ — ୨. Resolved to keep one's vow or solemn promise.
୩. ସତ୍ୟାନୁରାଗୀ —୩. Attached to truth; devoted to the cause of truth.