Jump to content

ସତ୍ୟପ୍ରସାଦ ସର୍ବାଧିକାରୀ

ଉଇକିଅଭିଧାନ‌ରୁ

ସତ୍ୟପ୍ରସାଦ ସର୍ବାଧିକାରୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗ ଦେଶର ଜଣେ ସ୍ୱନାମପ୍ରସିଦ୍ଧ ସ୍ୱର୍ଗୀୟ ବ୍ୟକ୍ତି — Name of a late celebrated Bengalee doctor.

[ଦ୍ରଷ୍ଟବ୍ୟ —ଏ ହୁଗୁଳି ଜିଲ୍ଲାରେ ୧୮୫୮:ରେ ଜନ୍ମଗ୍ରହଣ କରିଥିଲେ ଏ କଲିକତା ମେଡ଼ିକାଲ୍ କଲେଜରୁ ପାଶ୍ କରି କଲିକତାରେ ଡାକ୍ତରି କରୁଥିଲେ ଏ ବିଲାତର ରାସାୟନିକ ସଂଙ୍ଘର ମେମ୍ୱର ନିର୍ବାଚିତ ହୋଇ—ପୃଥିବୀ ବିଖ୍ୟାତ ଫ୍ରୀ ମାସନ୍ (Free mason) ନାମକ ସାର୍ବଜନୀନ ଉଦାର ଧର୍ମ ସମ୍ପ୍ରଦାୟରେ ଗୋଟିଏ ଉଚ୍ଚପଦ (Part-assistant Grand Director of Ceremonies of England) ଲାଭ କରିଥିଲେ ଅନ୍ୟ ଭାରତବାସୀଙ୍କ ଭାଗ୍ୟରେ ଏ ସାମ୍ପ୍ରଦାୟିକ ଉଚ୍ଚ ପଦବୀ ଆଜିଯାଏ ଘଟିନାହିଁ]