Jump to content

ସତ୍ୟପ୍ରାଣ

ଉଇକିଅଭିଧାନ‌ରୁ

ସତ୍ୟପ୍ରାଣ

ଉଚ୍ଚାରଣ

[ସମ୍ପାଦନା]
(ସତ୍ୟପ୍ରାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି, ସତ୍ୟ ଅଟେପ୍ରାଣ ଯାହାଙ୍କର)

[ସମ୍ପାଦନା]

ସତ୍ୟୈକନିଷ୍ଠ; ଯେ ସତ୍ୟ କହିବା ଓ ସତ୍ୟ ପାଳନ କରିବା ପାଇଁ ଜୀବନକୁ ଉତ୍ସର୍ଗ କରିଅଛନ୍ତି —A person whose life is dedicated to the pursuit of truth and to the performance of his vows.