Jump to content

ସତ୍ୟବଚାଃ

ଉଇକିଅଭିଧାନ‌ରୁ

ସତ୍ୟବଚାଃ

ଉଚ୍ଚାରଣ

[ସମ୍ପାଦନା]

(ସତ୍ୟବାକ୍—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ବହୁବ୍ରୀହି; ସତ୍ୟ+ବଚସ୍; ସତ୍ୟ ଅଟେ ବଚସ୍=ବାକ୍ୟ ଯାହାର)

[ସମ୍ପାଦନା]

ସତ୍ୟବାଦୀ —Truthful.

ବିଶେଷ୍ୟ -

[ସମ୍ପାଦନା]

ଋଷି; ମୁନି —A sage; hermit.