Jump to content

ସତ୍ୟବନ୍ତ

ଉଇକିଅଭିଧାନ‌ରୁ

ସତ୍ୟବନ୍ତ

ଉଚ୍ଚାରଣ

[ସମ୍ପାଦନା]
[ସତ୍ୟବନ୍ତା(ନ୍ତୀ)—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସତ୍ୟବତ୍ ଶବ୍ଦର ୧ମା. ବିଭକ୍ତି, ବହୁ ବଚନରେ ଆକାର 'ସତ୍ୟବନ୍ତଃ')

[ସମ୍ପାଦନା]
୧. ସତ୍ୟବାଦୀ —୧. Truthful.
୨. ଯେ ସତ୍ୟ ପାଳନ କରେ —୨. True to one's promise or vow.

[ଉ—ଭରତ ବଂଶେ ହେଲେ ଏପରି ନୃପତି, ସତ୍ୟବନ୍ତ ଯେ ମହାରଥ ସେ ଅଟନ୍ତି କୃଷ୍ଣିସିଂହ. ମହାଭାରତ ଆଦି]

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ସତ୍ୟବାନ୍; ସାବିତ୍ରୀଙ୍କ ସ୍ୱାମୀ —Satyabān; the husband of 'Sābitrī'.

[ଉ—ଏ ରୁପେ ବରଷ ସମ୍ପୂର୍ଣ୍ଣେ ସତ୍ୟବନ୍ତ, ଦେହରେ କାଳ ଆସି ହେଲା ଉପଗତ କୃଷ୍ଣସିଂହ. ମହାଭାରତ. ବନ]