Jump to content

ସତ୍ୟବାକ୍

ଉଇକିଅଭିଧାନ‌ରୁ

ସତ୍ୟବାକ୍

ଉଚ୍ଚାରଣ

[ସମ୍ପାଦନା]
(ସତ୍ୟବାଚୀ—ସ୍ତ୍ରୀ) 

(ସତ୍ୟବାକ—ଦେଶଜ - ରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସତ୍ୟ ଅଟେ ବାକ୍ ଯାହାର)

[ସମ୍ପାଦନା]

ସତ୍ୟବାଦୀ —Truthful.

ବିଶେଷ୍ୟ -

[ସମ୍ପାଦନା]
୧. ମୁନି; ଋଷି — ୧. Sage.
୨. ବାୟସ; କାକ — ୨. Crow.