ସତ୍ୟବାଦୀ କମିଟି
ଦେଖଣା
ସତ୍ୟବାଦୀ କମିଟି
ଉଚ୍ଚାରଣ
[ସମ୍ପାଦନା]ସତ୍ୟବାଦୀ ମନ୍ଦିର କମି(ମେ)ଟି, ସତ୍ୟବାଦୀ ଟେମ୍ପଲ କମି(ମେ)ଟିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସତ୍ୟବାଦୀ ମନ୍ଦିର ପରିଚାଳନାର୍ଥ ଜିଲ୍ଲାଜଜ୍ଙ୍କଦ୍ୱାରା ୧୮୬୩: ସାଲର ୨ ଆଇନ୍ ଅନୁସାରେ ନିଯୁକ୍ତ (ବର୍ତ୍ତମାନ ୫ ଜଣ ମେମ୍ୱର ସମ୍ୱଳିତ) ସମିତି —The Sākhigopāl Endowment Committee appointed by the District Judge under Act ୨୦ of ୧୮୬୩.
[ଦ୍ରଷ୍ଟବ୍ୟ —ସତ୍ୟବାଦୀଠାରେ ଇଉନିୟନ୍ କମିଟି, ଡାକ୍ତରଖାନା କମିଟି ଆଦି ଅନ୍ୟ କମିଟିମାନ ଥିଲେ ସୁଦ୍ଧା, 'ମନ୍ଦିର କମିଟି' ପ୍ରସିଦ୍ଧ ଥିବାରୁ ସତ୍ୟବାଦୀ କମିଟି କହିଲେ ସାଧାରଣତଃ ସତ୍ୟବାଦୀ ମନ୍ଦିର କମିଟି ବୋଲି ଲୋକ ବୁଝନ୍ତି]