ସତ୍ୟବ୍ରତ
ଦେଖଣା
ସତ୍ୟବ୍ରତ
ଉଚ୍ଚାରଣ
[ସମ୍ପାଦନା](ସତ୍ୟବ୍ରତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ସତ୍ୟ ଅଟେ ବ୍ରତ ଯାହାର)
[ସମ୍ପାଦନା]ସତ୍ୟନିଷ୍ଠ (ଦେଖ) - —Satyanisṭha (See)
ବିଶେଷ୍ୟ -
[ସମ୍ପାଦନା]- ୧. ଭୀଷ୍ମଙ୍କର ନାମାନ୍ତର —୧. A name of a Bhīshma.
- ୨. ସୂର୍ଯ୍ୟବଂଶୀୟ ଜନୈକ ରାଜା —୨. Name of a king of the Solar dynasty.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.