Jump to content

ସତ୍ୟମ୍

ଉଇକିଅଭିଧାନ‌ରୁ

ସତ୍ୟମ୍

ଉଚ୍ଚାରଣ

[ସମ୍ପାଦନା]

(ସତ୍ୟଂ—ଅନ୍ୟରୂପ)

ସଂସ୍କୃତ - ଅ (ସତ୍+ଯମ)

[ସମ୍ପାଦନା]
୧. ସ୍ୱୀକାରାର୍ଥ ହଁ —୧. Yes; I agree.
୨. ପ୍ରତିଜ୍ଞାସୂଚକ ହିଁ —୨. Yes; I promise.
୩. ପ୍ରଶ୍ନର୍ଥା—ସତେ; ଏହା କି ସତ୍ୟ —୩. Is it so ? Is it true ?

ବିଶେଷ୍ୟ -

[ସମ୍ପାଦନା]

ସତ୍ୟ ଲୋକ (ଦେଖ) - —Satyaloka. (See)