ସତ୍ୟର ଦାସ
ଦେଖଣା
ସତ୍ୟର ଦାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ୍ୟର ଦାସ
|
(ସତ୍ୟଦାସ, ସତ୍ୟକିଙ୍କର—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]- ୧. ଯେ ସତ୍ୟ ପାଇଁ ସର୍ବସ୍ୱ ତ୍ୟାଗ କରି ପାରେ —୧. A servant of truth; a person who is ready to sacrifice everything for truth or for keeping his vow.
- ୨. ସତ୍ୟନିଷ୍ଠ (ବ୍ୟକ୍ତି) — ୨. One who has dedicated his life to the service of truth.
- ୩. ସତ୍ୟପ୍ରତିଜ୍ଞ —୩. True to one's vows.