ସତ୍ୟସନ୍ଧ
ଦେଖଣା
ସତ୍ୟସନ୍ଧ
ଉଚ୍ଚାରଣ
[ସମ୍ପାଦନା](ସତ୍ୟସନ୍ଧା—ସ୍ତ୍ରୀ)
ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି; ସତ୍ୟ+ସନ୍ଧା=ପ୍ରତିଜ୍ଞା ଯାହାର)
[ସମ୍ପାଦନା]- ୧. ସତ୍ୟ ପ୍ରତିଜ୍ଞ; ସତ୍ୟ ପାଳନ କିରବା ନିମନ୍ତେ ଦୃଢ଼ୁପରିକର —୧. One who has determined to keep his vows; true to one's vows.
- ୨. ସଫଳ ପ୍ରତିଜ୍ଞ —୨. One who has carried out his vow.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଭରତ —୧. Bharata.
- ୨. (ପିତୃ ସତ୍ୟ ପାଳନ କରିଥିବାରୁ) ରାମଚନ୍ଦ୍ର —୨. An epithet of Rāmachandra.
- ୩. ରାଜା ପରୀକ୍ଷିତଙ୍କ ପୁତ୍ର— ଜନମେଜୟ —୩. Janamejaya; a king of the Lunar dynasty.
[ଦ୍ରଷ୍ଟବ୍ୟ —ପିତୃହନ୍ତା ତକ୍ଷକ ନାଗର ବଂଶ ଲୋପ କରିବା ପାଇଁ ଏହାଙ୍କ ପିତାଙ୍କ କରିଥିବା ସତ୍ୟକୁ ଏ ପାଳନ କରିଥିଲେ]