ସତ୍ୟାନାଶିଆ
ଦେଖଣା
ସତ୍ୟାନାଶିଆ
ଉଚ୍ଚାରଣ
[ସମ୍ପାଦନା](ସତ୍ୟାନାଶୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସତ୍ୟାନାଶିଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି)
[ସମ୍ପାଦନା]- ୧. ଯେ ସର୍ବନାଶ ଘଟାଏ —୧. One who causes ruin; one who brings about destruction.
- ୨. ନାଶକାରୀ —୨. One who spoils any things.
- ୩. ସତ୍ୟଭଙ୍ଗକାରୀ —୩. One who breaks his vow or promiss.