ସତ୍ୟାନାଶ କରିବା
ଦେଖଣା
ସତ୍ୟାନାଶ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ୍ୟାନାଶ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସର୍ବନାଶ ଘଟାଇବା —୧. To cause utter ruin; to bring about destruction.
- ୨. କୌଣସି ବିଷୟ ନଷ୍ଟ କରିବା — ୨. To spoil a thing.
- ୩. ସତ୍ୟଭଙ୍ଗ କରିବା — ୩. To break one's vow.