ସତ୍ୟାନୁସନ୍ଧାନ
(ସତ୍ୟନ୍ୱେଷଣ—ଅନ୍ୟରୂପ)
(ସତ୍ୟାନୁସନ୍ଧାନୀ; ସତ୍ୟାନ୍ୱେଷୀ—ବିଣ)
ସତ କଥାକୁ ବା ପ୍ରକୃତ ତଥ୍ୟକୁ ଖୋଜିବା — Search after truth.