Jump to content

ସତ୍ୟାନୃତ

ଉଇକିଅଭିଧାନ‌ରୁ

ସତ୍ୟାନୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବିପରୀତାର୍ଥ ସହଚର ଶବ୍ଦ)

[ସମ୍ପାଦନା]
୧. ସତ୍ୟ ଓ ମିଥ୍ୟା —୧. True and false.
୨. ସତ୍ୟ ଓ ମିଥ୍ୟା ମିଶ୍ରିତ —୨. Partly true and partly false.

ବିଶେଷ୍ୟ -

[ସମ୍ପାଦନା]
୧. ସତ ଓ ମିଛ କଥା —୧. Truth and falsehood; mixturs of truth and falsehood,
୨. (ବହୁବ୍ରୀହି; ସତ୍ୟ ଓ ଅନୃତ ଅଛି ଯହିଁରେ)—ବାଣିଜ୍ୟ; ବ୍ୟବସାୟ —୨. Trade; commerce

[ଦ୍ରଷ୍ଟବ୍ୟ —ଏଥିରେ ସତ୍ୟର ଓ ମିଥ୍ୟାର ଆଶ୍ରୟ ନିଆ ନ ଗଲେ ଏହା ଚଳି ପାରେ ନାହିଁ]