Jump to content

ସତ୍ୟାସତ୍ୟ

ଉଇକିଅଭିଧାନ‌ରୁ

ସତ୍ୟାସତ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସହଚର ଶବ୍ଦ; ଦ୍ୱନ୍ଦ୍ୱ; ସତ୍ୟ ଓ ଅସତ୍ୟ)

[ସମ୍ପାଦନା]
୧. ସତ୍ୟ ଓ ମିଥ୍ୟା —୧. Truth and falsehood.
୨. କୌଣସି ବିଷୟ ସତ୍ୟ ଅଟେ କି ନାଁ, ଏହି ବିଷୟ —୨. The truth or otherwise of any matter.

[ଦ୍ରଷ୍ଟବ୍ୟ —ଗୋଟିଏ ବିଷୟ ଲୋକ— ମୁଖରୁ ଶୁଣିଲେ ତହିଁରେ ସତ୍ୟାସତ୍ୟ ନିରୂପଣ ନ କରି ଶୁଣା କଥା ଉପରେ କାର୍ଯ୍ୟ କରିବା ମୂର୍ଖତା ଅଟେ]