Jump to content

ସତ୍ୟେନ୍ଦ୍ରନାଥ ଠାକୁର

ଉଇକିଅଭିଧାନ‌ରୁ

ସତ୍ୟେନ୍ଦ୍ରନାଥ ଠାକୁର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଲିକତା ଶୋଭାବଜାରର ବିଖ୍ୟାତ ଠାକୁର ବଂଶୀୟ ଜମିଦାର ସ୍ୱର୍ଗୀୟ ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ସ୍ୱର୍ଗତ ଦ୍ୱିତୀୟ ପୁତ୍ର —The ୨nd son of Maharshi Debendranāth Tagore; who was the first Indian who passed the I. C. S. examination in England and was District Magistrate and sessions Judge in the Bombay Presidency; and was the author of some Bengalee hymus.

[ଦ୍ରଷ୍ଟବ୍ୟ —ଏ ବିଲାତକୁ ଯାଇ ସେଠାରେ 'ସିଭିଲ୍ ସର୍ଭିସ୍' ପରୀକ୍ଷାରେ ପାଶ୍ କରି ବୋମ୍ୱାଇ ପ୍ରଦେଶରେ ଜିଲ୍ଲା ମାଜି— ଷ୍ଟ୍ରେଟ୍ ଓ ସେସନ୍ସ ଜଜ୍ ହୋଇଥିଲେ ଭାରତୀୟମାନଙ୍କ ମଧ୍ୟରେ ଏ ପ୍ରଥମ "ସିଭିଲିଆନ୍" ଥିଲେ ଏ ବଙ୍ଗୀୟ ସାହିତ୍ୟାନୁରାଗୀ ଥିଲେ ଓ ଅନେକଗୁଡ଼ିଏ ସୁଲଳିତ ବଙ୍ଗଳା ଭଜନ ରଚନା କରିଥିଲେ]