ସତ୍ୟ ପାଳନ
(ସତ୍ୟପାଳକ, ସତ୍ୟପାଳୟିତା—ବିଶେଷଣ - ପୁଂ)
(ସତ୍ୟପାଳନା—ଦେଶଜ - ରୂପ)
ପ୍ରତିଜ୍ଞାପାଳନ; ସତ୍ୟରକ୍ଷା — Carrying out of one's vows.