ସତ୍ୟ ଲୋକ
ଦେଖଣା
ସତ୍ୟ ଲୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍ୟ+ଅବିନଶ୍ୱର ଅଟେ ଯେଉଁ ଲୋକ —ଭୂବନ)
[ସମ୍ପାଦନା]ସପ୍ତଲୋକାନ୍ତର୍ଗତ ଉଚ୍ଚତମ ଲୋକ; ବ୍ରହ୍ମଲୋକ; ବିଷ୍ଣୁଲୋକ —The highets of the ୭ worlds according to the Hindu mythology.
[ଦ୍ରଷ୍ଟବ୍ୟ —ସପ୍ତଲୋକ; ଯଥା—ଭୂଃ; ଭୂବଃ, ସ୍ୱଃ, ମହଃ, ଜନଃ, ତପଃ, ସତ୍ୟମ୍ ଏହି ସତ୍ୟଲୋକରେ ବ୍ରହ୍ମା ଓ ବିଷ୍ଣୁ ବାସ କରନ୍ତି ଏହି ଲୋକକୁ ଦେହାନ୍ତେ ବିଷ୍ଣୁ ଭକ୍ତ, ସତ୍ୟବ୍ରତ ବ୍ୟକ୍ତିମାନେ ଯଆନ୍ତି ଏଠାକୁ ଗଲେ ଆଉ ମନୁଷ୍ୟ ପୃଥିବୀର ଜନ୍ମଗ୍ରହଣ କରନ୍ତି ନାହିଁ]