Jump to content

ସତ୍ୟ ସଙ୍ଗର

ଉଇକିଅଭିଧାନ‌ରୁ

ସତ୍ୟ ସଙ୍ଗର

ଉଚ୍ଚାରଣ

[ସମ୍ପାଦନା]
(ସତ୍ୟସଙ୍ଗରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସତ୍ୟ+ସମ୍+ଗୃ ଧାତୁ=ଗ୍ରାସ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ସତ୍ୟପ୍ରତିଜ୍ଞ — True to one's vows.

ବିଶେଷ୍ୟ -

[ସମ୍ପାଦନା]

କୁବେର —The God of wealth.