ସତ୍ୱାସତ୍ୱ
ଦେଖଣା
ସତ୍ୱାସତ୍ୱ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ସ୍ୱତ୍ୱ ସମ୍ୱନ୍ଧୀୟ ବିଷୟ; ବାଦୀ ଓ ପ୍ରତିବାଦୀ ଦୁଇ ଜଣଙ୍କ ମଧ୍ୟରୁ କାହାର ଦାବୀକୃତ ସମ୍ପତ୍ତିରେ ସତ୍ୱ ଅଛି ଓ କାହାର ନାହିଁ, ଏହି ବିଷୟ — Title of one party and want of title of the other party in a disputed property, the subject matter of a title suit.