ସତ୍ୱାସତ୍ୱ ମକଦ୍ଦମା
ଦେଖଣା
ସତ୍ୱାସତ୍ୱ ମକଦ୍ଦମା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ୍ୱାସତ୍ୱ ମକଦ୍ଦମା
|
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଯେଉଁ ମକଦ୍ଦମାରେ ସମ୍ପତ୍ତି (ବିଶେଷତଃ ଭୂସମ୍ପତ୍ତି)ରେ ବାଦୀ ପ୍ରତିବାଦୀ ଉଭୟଙ୍କ ମଧ୍ୟରୁ କାହାର ସତ୍ତ୍ୱ ଅଛି କାହାର ନାହିଁ, ଏହି ପ୍ରଶ୍ନର ମୀମାଂସା କରାଯାଏ — Title suit.