ସତ୍ୱ ବୁଡ଼ାଇବା
ଦେଖଣା
ସତ୍ୱ ବୁଡ଼ାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସତ୍ୱ ବୁଡ଼ାଇବା
|
[ସତ୍ୱ ବୁଡ଼ିବା(ବୁଡ଼ିଯିବା)—ବିଶେଷ୍ୟ ରୂପ]
ଦେଶଜ - କ୍ରି. (କଚିରିଆ)
[ସମ୍ପାଦନା]ଅନ୍ୟ ବ୍ୟକ୍ତିର ସ୍ୱତ୍ୱକୁ ବା ସ୍ୱାମିତ୍ୱକୁ ଯବରଦସ୍ତି ଅଧିକାରଦ୍ୱାରା ଲୋପ କରିବା —To extinguish a person's title by forcible possession.
[ଦ୍ରଷ୍ଟବ୍ୟ —କେତେ କାଳ ଅନ୍ୟର ସମ୍ପତ୍ତିକୁ ବଳପୂର୍ବକ ଅଧିକାର କଲେ ସମ୍ପତ୍ତିସ୍ୱାମୀଙ୍କର ଉକ୍ତ ସମ୍ପତ୍ତିରେ ସତ୍ୱ ବୁଡ଼ିଯାଏ ବା ସତ୍ୱଲୋପ ହୁଏ, ତାହା ତମାଦି ଆଇନରେ ନିର୍ଦ୍ଦିଷ୍ଟ ହୋଇଅଛି]