ସତ୍ୱ ଲାଭ
ଦେଖଣା
ସତ୍ୱ ଲାଭ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]- ୧. ସତ୍ୱ ଉଦ୍ଭବ (ଦେଖ) - — Satwa udbhaba (See).
- ୨. ସମ୍ପତ୍ତିରେ ଜନ୍ମିଥିବା ସବୁ ପ୍ରକରର ସ୍ୱତ୍ୱ —୨. All rights which have accrued in a property.
(ଦ୍ର—କବଲାରେ ଲେଖାଯାଏ—ଏ ସମ୍ପତ୍ତି ଓ ତହିଁର ସମସ୍ତ ସ୍ତବଲାଭ ସହିତକୁ ମୁଁ କାଳୋଚିତ ମୂଲ୍ୟ ପ୍ରମାଣେ ଆପଣଙ୍କ ହସ୍ତେ ବିକ୍ରି କଲି)