ସତ୍ କର୍ମ
ଦେଖଣା
ସତ୍ କର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବେଦବିହିତ କର୍ମ —୧. Ceremonies or acts prescribed by thye Vedas.
[ଦ୍ରଷ୍ଟବ୍ୟ — ପ୍ରଶସ୍ତ କର୍ମ ପ୍ରତି ସତ୍ ଶବ୍ଦ ପ୍ରୟୋଗ କରାଯାଏ ସଦ୍ଭାବ ଓ ସାଧୁଭାବରେ ସତ୍ ଶବ୍ଦ ପ୍ରଯୁକ୍ତ ହୁଏ ଯଜ୍ଞ, ତପସ୍ୟା ଓ ଦାନ ସମ୍ୱନ୍ଧୀୟ କର୍ମକୁ ସତ୍ କର୍ମ ବୋଲାଯାଏ ଅଶ୍ରଦ୍ଧାରେ ଯାହା ହୁତ, ଦତ୍ତ, ତପ୍ତ ଓ କୃତ ହୁଏ ତାହାକୁ ଅସତ୍ ବୋଲାଯାଏ—ଭଗବତ୍ଗୀତା—୧୭: ଅଧ୍ୟାୟ; ୨୬: -୨୮: ଶ୍ଳୋକ]
- ୨. ସାଧୁ କାର୍ଯ୍ୟ; ଉତ୍ତମ କାର୍ଯ୍ୟ; — ୨. Good acts.
- ୩. ପୁଣ୍ୟଜନକ କାର୍ଯ୍ୟ —୩. Pious act; virtuous act.
- ୪. ଧର୍ମ କାର୍ଯ୍ୟ — ୪. Religious act.
- ୫. ପରୋପକାର — ୫. Charitable act; good service rendered to others.