ସତ୍ କାର୍ଯ୍ୟ ବାଦ
ସାଂଖ୍ୟଦର୍ଶନ ମତରେ ଏ ଜଗତ୍ ସତ୍କାରଣ ବା ସତ୍ ପଦାର୍ଥରୁ ଉତ୍ପନ୍ନ ହୋଇଅଛି, ଏବଂଭୂତ ମତବାଦ —(Sāṁkhya Philosophy) The theory that the universe has been created out of some existing matter.