ସତ୍ କୁଳଜ
ସତ୍ କୁଳଜାତ, ସତ୍ କୁଳପ୍ରସୂତ, ସତ୍ କୁଳୀନ—ଅନ୍ୟରୂପ
(ସତ୍ କୁଳଜା, ସତ୍ କୁଳଜାତା, ସତ୍କୁଳପ୍ରସୂତା, ସତ୍କୁଳୀନା—ସ୍ତ୍ରୀ)
ସଦ୍ୱଂଶଜାତ —Born of a high or noble family, respectable.