ସତ୍ କ୍ରିୟା
ଦେଖଣା
ସତ୍ କ୍ରିୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+କ୍ରିୟା)
[ସମ୍ପାଦନା]- ୧. ସତ୍ କର୍ମ (ଦେଖ) - ୧. Sat-karma (See).
- ୨. ସତ୍କାର (ଦେଖ) - —୨. Satkāra (See).
[ଉ—ଲଭିଲ ଦେଖାଇ ଜଗତେ ଯୋଗ୍ୟତା, ସତ୍କ୍ରିୟାରୂପେ ଏ ରୂପକଳ୍ପଲତା—ରାଧାନାଥ. ଚିଲିକା]
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ସତ୍କ୍ରିୟାର ସ୍ତ୍ରୀଲିଙ୍ଗ —Feminine of Sat-kriya.