ସତ୍ ବ୍ୟକ୍ତି
ଦେଖଣା
ସତ୍ ବ୍ୟକ୍ତି
ଉଚ୍ଚାରଣ
[ସମ୍ପାଦନା](ସତ୍ ମନୁଷ୍ୟ ସତ୍ ଲୋକ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ସତ୍ ବ୍ୟକ୍ତି
|
ଦେଶଜ - ବିଶେଷ୍ୟ - (ସମସ୍ତ ପଦ ହେଲେ ସଦ୍ୱ୍ୟକ୍ତି ହେବ)
[ସମ୍ପାଦନା]- ୧. ସଚ୍ଚରିତ୍ର ବ୍ୟକ୍ତି; ସାଧୁବ୍ୟକ୍ତି —୧. Good man.
- ୨. ଯେ ଉତ୍କୋଚ ଆଦି ନିଏ ନାହିଁ — ୨. Honest.