Jump to content

ସତ୍ ସଙ୍ଗ

ଉଇକିଅଭିଧାନ‌ରୁ

ସତ୍ ସଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସାଧୁସଙ୍ଗ; ସଜ୍ଜନ ସହବାସ; ଉତ୍ତମ ବ୍ୟକ୍ତିର ସଙ୍ଗ —୧. Mixing in good company.
୨. ଧର୍ମ ଚର୍ଚ୍ଚା କରିବା ବ୍ୟକ୍ତିମାନଙ୍କର ସହବାସ — ୨. Passing time with pious and religiously-minded persons.
୩. ଅନେକ ଲୋକ ମିଳିତ ହୋଇ ପାରମାର୍ଥକ ବିଷୟ ଚର୍ଚ୍ଚା କରିବା — ୩. Discussion on religious subject in Company.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଣାକାର ଓ ଅଲେଖ ଆଦି ବିଷୟରେ ପାଞ୍ଚ ଜଣ ବସି ଚର୍ଚ୍ଚା କରିବା ସଭା —A meeting where people assemble and talk about a popular form of religion.

[ଦ୍ରଷ୍ଟବ୍ୟ —ସଙ୍ଗ ତଳେ ନୋଟ ଦେଖ]