Jump to content

ସତ୍ ସାର

ଉଇକିଅଭିଧାନ‌ରୁ

ସତ୍ ସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]

ଉତ୍ତମ ସାରଯୁକ୍ତ —Having good essene or pith.

ବିଶେଷ୍ୟ -

[ସମ୍ପାଦନା]
୧. ବୃକ୍ଷ ବିଶେଷ —୧. Name of a tree.
୨. ଚିତାପାରୁ (ଦେଖ) - —୨. Chitāpāru. (See)
୩. କବି — ୩. Poet.
୪. ଚିତ୍ରକର —୪. A painter; an artist.